ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା ପଞ୍ଚାୟତର ଲୋକଡେଗା, ଭରତପୁର, ବଡ଼ବଙ୍ଗା, ମୁଣ୍ଡାପଡା, ଛୋଟବଙ୍ଗା, ନାକଡିହି, ଝାରବନ, ମହିକାନି, ଧରୁଆଡିହି, ବୁଦେଲକାନି, ବସୁପଡା,ହରିଜନ ପଡା ଏବଂ ରାଇବଗା ପଞ୍ଚାୟତର ମଝାପଡ଼ା, କାଜୁପଡା, ଭେଲସରା, ଝରାକାନି, ପତାପଡ଼ାଠାରେ ପ୍ରଚାର କରିଥିଲେ। ଏହି ପ୍ରଚାର ବେଳେ ସେ ଝରାକାନିଠାରେ କେନ୍ଦୁପତ୍ର ତୋଳାଳିଙ୍କ ସହ ବିଭିନ୍ନ ଆଲୋଚନା କରିବା ଭୋଟ୍‌ ଭିକ୍ଷା […] The post ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର appeared first on Dharitri Odia News.

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା ପଞ୍ଚାୟତର ଲୋକଡେଗା, ଭରତପୁର, ବଡ଼ବଙ୍ଗା, ମୁଣ୍ଡାପଡା, ଛୋଟବଙ୍ଗା, ନାକଡିହି, ଝାରବନ, ମହିକାନି, ଧରୁଆଡିହି, ବୁଦେଲକାନି, ବସୁପଡା,ହରିଜନ ପଡା ଏବଂ ରାଇବଗା ପଞ୍ଚାୟତର ମଝାପଡ଼ା, କାଜୁପଡା, ଭେଲସରା, ଝରାକାନି, ପତାପଡ଼ାଠାରେ ପ୍ରଚାର କରିଥିଲେ। ଏହି ପ୍ରଚାର ବେଳେ ସେ ଝରାକାନିଠାରେ କେନ୍ଦୁପତ୍ର ତୋଳାଳିଙ୍କ ସହ ବିଭିନ୍ନ ଆଲୋଚନା କରିବା ଭୋଟ୍‌ ଭିକ୍ଷା କରିଥିଲେ। ଏହି ପ୍ରଚାର କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରିନା ମାଝି, ସଞ୍ଜୟ ସାହୁ, ନିଲୁ ପଟେଲ, ଚୈତନ୍ୟ ସାହୁ, ଘସିଆ ଭାଇସାଲ, ସସ୍ମିତା ମିଶ୍ର, ଉପସ୍ଥିତ ରହି ଯୋଗେଶଙ୍କ ପାଇଁ ସଂକଳ୍ପ କରିଥିଲେ।

The post ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର appeared first on Dharitri Odia News.