ଯୌତୁକ ଜୁଇରେ ଚାଲିଗଲା ଜୀବନ ! ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ

ଆଠଗଡ଼ ୧୨।୧୨ : ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ । କଟକ ଜିଲ୍ଲା ଆଠଗଡ଼ ଜାନିସାହିରେ ଅଭାବନୀୟ ଘଟଣା। ଖବର ଅନୁଯାୟୀ, ଯୋଡୁମୁଁଗାଁର ସିଦ୍ଧେଶ୍ୱର ନାଏକଙ୍କ ଝିଅ ଜାନିସାହି ଗାଁର କୁଶ ନାଏକଙ୍କୁ ଗତ ତିନି ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ସନ୍ଦେହ ବଢିଯାଇଛି। ଶାଶୁଘର ଲୋକେ ହତ୍ୟା କରିଥିବା ମୃତ ମହିଳାଙ୍କ  ପରିବାର ଲୋକ ଅଭିଯୋଗ କରିବା ପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି ପୋଲିସ୍।

ଯୌତୁକ ଜୁଇରେ ଚାଲିଗଲା ଜୀବନ ! ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ

ଆଠଗଡ଼ ୧୨।୧୨ : ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ । କଟକ ଜିଲ୍ଲା ଆଠଗଡ଼ ଜାନିସାହିରେ ଅଭାବନୀୟ ଘଟଣା। 

ଖବର ଅନୁଯାୟୀ, ଯୋଡୁମୁଁଗାଁର ସିଦ୍ଧେଶ୍ୱର ନାଏକଙ୍କ ଝିଅ ଜାନିସାହି ଗାଁର କୁଶ ନାଏକଙ୍କୁ ଗତ ତିନି ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ସନ୍ଦେହ ବଢିଯାଇଛି। ଶାଶୁଘର ଲୋକେ ହତ୍ୟା କରିଥିବା ମୃତ ମହିଳାଙ୍କ  ପରିବାର ଲୋକ ଅଭିଯୋଗ କରିବା ପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି ପୋଲିସ୍।