ଯୌନ ନିର୍ଯାତନା ସଚେତନତା ତାଲିମ ଶିବିର
ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ଆଇନ ସେଵା ପ୍ରାଧିକରଣ ଦ୍ୱାରା ସମାଜରେ ମହିଳା ଓ ଝିଅମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ଯାତନା ଉପରେ ଏକ ସଚେତନତା ତାଲିମ ଶିବିର ଆଜି ସକାଳେ ଆୟୋଜିତ ହୋଇ ଯାଇଛି। ପାରାଲିଗାଲ ସ୍ବେଚ୍ଛାସେବୀ ମାନଙ୍କୁ ଏନେଇ ତାଲିମ ଦିଆଯାଇଥିଲା। ଏହା ଜିଲ୍ଲା ଲିଗାଲ ସର୍ଭିସ ଅଥରିଟି ଦ୍ୱାରା ଆୟୋଜିତ ହୋଇଥିଲା।ଅମ୍ବୁଜ କୁମାର ଦାଶ, ଅଙ୍କିତା ରଥ , ବିଶ୍ୱଜିତ ପଟ୍ଟନାୟକ,ଦୁସ୍ମନ୍ତ ବେହେରା ରିଟେନର ସନ୍ଦିପ ପଟ୍ଟନାୟକ ତାଲିମ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ […] The post ଯୌନ ନିର୍ଯାତନା ସଚେତନତା ତାଲିମ ଶିବିର appeared first on Odisha.News.

ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ଆଇନ ସେଵା ପ୍ରାଧିକରଣ ଦ୍ୱାରା ସମାଜରେ ମହିଳା ଓ ଝିଅମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ଯାତନା ଉପରେ ଏକ ସଚେତନତା ତାଲିମ ଶିବିର ଆଜି ସକାଳେ ଆୟୋଜିତ ହୋଇ ଯାଇଛି।
ପାରାଲିଗାଲ ସ୍ବେଚ୍ଛାସେବୀ ମାନଙ୍କୁ ଏନେଇ ତାଲିମ ଦିଆଯାଇଥିଲା।
ଏହା ଜିଲ୍ଲା ଲିଗାଲ ସର୍ଭିସ ଅଥରିଟି ଦ୍ୱାରା ଆୟୋଜିତ ହୋଇଥିଲା।ଅମ୍ବୁଜ କୁମାର ଦାଶ, ଅଙ୍କିତା ରଥ , ବିଶ୍ୱଜିତ ପଟ୍ଟନାୟକ,ଦୁସ୍ମନ୍ତ ବେହେରା ରିଟେନର ସନ୍ଦିପ ପଟ୍ଟନାୟକ ତାଲିମ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୋମ୍ୟା ପ୍ରଧାନ ପରିଚାଲନା କରିଥିଲେ।
The post ଯୌନ ନିର୍ଯାତନା ସଚେତନତା ତାଲିମ ଶିବିର appeared first on Odisha.News.