ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ

ଭାରତୀୟ ସେନାର ଅପରେସନ ସିନ୍ଦୂରରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ପୁଣି ହମଲା କରିବାକୁ ଉଦ୍ୟମ କରି ଫେଲ୍ ମାରିଛି। ରାତିଅଧରେ ପାକିସ୍ତାନ କରିଥିବା ଚକ୍ରାନ୍ତକୁ କାଟି ଖିନଭିନ୍ କରି ଦେଇଛି ଭାରତର ସୁଦର୍ଶନ ଚକ୍ର !

ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ
Array