ରକ୍ତ ପାଇଁ ଯୁବକଙ୍କ ଉନ୍ମତକାଣ୍ଡ ! ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ୮।୯: ରକ୍ତ ପାଇଁ ଯୁବକଙ୍କ ଉନ୍ମତକାଣ୍ଡ ! ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବିଭାଗ । ପୋଲିସ, ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଯୁବକ ଜଣଙ୍କ ମାଲକାନଗିରି ଜିଲ୍ଲା ଶିରିଗୁଡାର ବିଜୟ ବୋଲି ଜଣାପଡିଛି । ଏସଏନସିୟୁରେ ତାଙ୍କର ୭ ଦିନର ଛୁଆ ଆଡ୍‌ମିଟ୍ ହୋଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଟିକେ ଗୁରୁତର ରହିଛି । ଏଥିପାଇଁ ବୋଧେ ହୁଏ ମାନସିକ ଅବସ୍ଥା ଅସ୍ଥିର ଥିବା ଯୋଗୁଁ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅନୁମାନ କରାଯାଉଛି ।You Can Read:ବଢିଲା ଜଳସ୍ତର, ଚଳିତ ବର୍ଷ ପ୍ରଥମ ଥର ଖୋଲିଲା ଜଲାପୁଟ ଡ୍ୟାମ୍‌ର ୫ ଗେଟ୍ 

ରକ୍ତ ପାଇଁ ଯୁବକଙ୍କ ଉନ୍ମତକାଣ୍ଡ ! ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ୮।୯: ରକ୍ତ ପାଇଁ ଯୁବକଙ୍କ ଉନ୍ମତକାଣ୍ଡ ! ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବିଭାଗ । ପୋଲିସ, ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଯୁବକ ଜଣଙ୍କ ମାଲକାନଗିରି ଜିଲ୍ଲା ଶିରିଗୁଡାର ବିଜୟ ବୋଲି ଜଣାପଡିଛି । 

ଏସଏନସିୟୁରେ ତାଙ୍କର ୭ ଦିନର ଛୁଆ ଆଡ୍‌ମିଟ୍ ହୋଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଟିକେ ଗୁରୁତର ରହିଛି । ଏଥିପାଇଁ ବୋଧେ ହୁଏ ମାନସିକ ଅବସ୍ଥା ଅସ୍ଥିର ଥିବା ଯୋଗୁଁ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅନୁମାନ କରାଯାଉଛି ।

You Can Read:

ବଢିଲା ଜଳସ୍ତର, ଚଳିତ ବର୍ଷ ପ୍ରଥମ ଥର ଖୋଲିଲା ଜଲାପୁଟ ଡ୍ୟାମ୍‌ର ୫ ଗେଟ୍