ରଙ୍ଗ କଳା ବୋଲି ବୋହୂକୁ ହତ୍ୟା !

ବୋହୂର ରଙ୍ଗ କଳା ବୋଲି ଶାଶୁଘର ଲୋକେ ବୋହୂକୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଧାମରା ଥାନା କଇଥଖୋଲା ଗାଁରେ ।

ରଙ୍ଗ କଳା ବୋଲି ବୋହୂକୁ ହତ୍ୟା !
Array