ରଙ୍ଗେଇଲୁଣ୍ଡା ରେ ଅନୁଷ୍ଠିତ ବିଜେଡ଼ି ର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ।

ଗୋପାଳପୁର,୧୨/୦୪ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ଏନ୍ଏସି ଅଧ୍ୟକ୍ଷ, କାଉନସିଲର ବୃନ୍ଦ, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସର୍ବବର୍ଗିୟ ବିଜେଡ଼ି ନେତୃବୃନ୍ଦ, ପଦାଧିକାରୀ, କର୍ମୀ ତଥା ସାଧାରଣ ଲୋକ ମାନଙ୍କୁ ସାଙ୍ଗରେ ନେଇ ରଙ୍ଗେଇଲୁଣ୍ଡା ଗ୍ରାମ ପଞ୍ଚାୟତରେ ଆୟୋଜିତ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ତଥା ନିର୍ବାଚନୀ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରି, ମାନ୍ୟବର […] The post ରଙ୍ଗେଇଲୁଣ୍ଡା ରେ ଅନୁଷ୍ଠିତ ବିଜେଡ଼ି ର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ। appeared first on Odisha.News.

ରଙ୍ଗେଇଲୁଣ୍ଡା ରେ ଅନୁଷ୍ଠିତ ବିଜେଡ଼ି ର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ।

ଗୋପାଳପୁର,୧୨/୦୪
ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ଏନ୍ଏସି ଅଧ୍ୟକ୍ଷ, କାଉନସିଲର ବୃନ୍ଦ, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସର୍ବବର୍ଗିୟ ବିଜେଡ଼ି ନେତୃବୃନ୍ଦ, ପଦାଧିକାରୀ, କର୍ମୀ ତଥା ସାଧାରଣ ଲୋକ ମାନଙ୍କୁ ସାଙ୍ଗରେ ନେଇ ରଙ୍ଗେଇଲୁଣ୍ଡା ଗ୍ରାମ ପଞ୍ଚାୟତରେ ଆୟୋଜିତ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ତଥା ନିର୍ବାଚନୀ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଣୋଦିତ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଜଣାଇ ସେଗୁଡ଼ିକର ଲାଭ ଉଠାଇବା ପାଇଁ ପ୍ରବର୍ତ୍ତାଇ ଥିଲେ ଏଵଂ ଆଗାମୀ ସଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତେ “ଶଙ୍ଖ ଚିହ୍ନରେ ଦୁଇ ଥର ସୁଇଚ୍ ଟିପି..” ଉଭୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀଙ୍କୁ ଏକ ଦୃଷ୍ଟାନ୍ତକାରୀ ଭୋଟରେ ଜୟଯୁକ୍ତ କରାଇ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଇତିହାସ ସୃଷ୍ଟି କରିବା ପାଇଁ ଆବାଳ ବିନମ୍ରତା ପୂର୍ବକ ଅନୁରୋଧ କରିଥିଲେ

The post ରଙ୍ଗେଇଲୁଣ୍ଡା ରେ ଅନୁଷ୍ଠିତ ବିଜେଡ଼ି ର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ। appeared first on Odisha.News.