ରଜ ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ସ୍ୱତନ୍ତ୍ର କଲେକ୍ସନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ୍‌ ରିଲାଏନ୍ସ ଜୁଏଲ୍ସ ରଜ ପର୍ବ ପାଇଁ ସ୍ୱତନ୍ତ୍ର ଅଳଙ୍କାର କଲେକ୍ସନର ଶୁଭାରମ୍ଭ କରିଛି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ତିନିଦିନିଆ ରଜ ପର୍ବ ନାରୀତ୍ତ୍ୱ ଏବଂ ଭୂମିର ଉତ୍ପଜତାକୁ ପାଳନ କରିଥାଏ । ଚଳିତ ବର୍ଷ, ରିଲାଏନ୍ସ ଜୁଏଲ୍ସ ଏହି ପରମ୍ପରାକୁ ସମ୍ମାନ ଜଣାଇ ଏକ ସ୍ଵତନ୍ତ୍ର କ୍ୟୁରେଟେଡ୍ କଲେକ୍ସନ୍ ନେଇଆସିଛି ଯାହା ନାରୀତ୍ତ୍ୱ ଏବଂ ଉତ୍ସବର ଉତ୍ସାହ ତଥା ମୂଳ ଭାବନାକୁ ପ୍ରତିଫଳିତ କରୁଛି ।ରିଲାଏନ୍ସ ଜୁଏଲ୍ସ ଦ୍ୱାରା ରଜ ପର୍ବ ସମ୍ଭାରରେ ରହିଛି ନିତିଦିନିଆ ବ୍ୟବହାର ପାଇଁ ସରଳ ଭାବେ ପ୍ରସ୍ତୁତ ହାଲୁକା ଓଜନ ୧୮ କାରେଟ୍ ସୁନା ହାର ଏବଂ ପେଣ୍ଡେଣ୍ଟ ସେଟ୍ ସମୂହ । ଏହି ସ୍ୱତନ୍ତ୍ର ରଜ ପର୍ବ କଲେକ୍ସନର ପ୍ରତ୍ୟେକ ଅଳଙ୍କାର ଛୋଟ ଝିଅ ଏବଂ ଯୁବତୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ଯାହା ଆକର୍ଷଣୀୟ ଓ ଆଦର୍ଶ ରଜ ଉପହାର ହୋଇପାରିବ।ଏହି ସ୍ୱତନ୍ତ୍ର ସମ୍ଭାର ଉନ୍ମୋଚନର ଏକ ଅଂଶ ଭାବରେ, ରିଲାଏନ୍ସ ଜୁଏଲ୍ସ ନିର୍ଦ୍ଦିଷ୍ଟ ଷ୍ଟୋରଗୁଡିକରେ ସୁନା ଗହଣା ମେକିଙ୍ଗ ଚାର୍ଜ ଏବଂ ହୀରା ଗହଣା ମୂଲ୍ୟ ଉପରେ ଫ୍ଲାଟ ୨୦% ରିହାତି ଅଫର ପ୍ରଦାନ କରୁଛି। ଏହି ସୀମିତ ସମୟ ଅଫର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ମୂଲ୍ୟରେ ସୂକ୍ଷ୍ମ ଅଳଙ୍କାରରେ ନିବେଶ କରିବା ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ନେଇଆସିଛି।

ରଜ ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ସ୍ୱତନ୍ତ୍ର କଲେକ୍ସନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ୍‌ ରିଲାଏନ୍ସ ଜୁଏଲ୍ସ ରଜ ପର୍ବ ପାଇଁ ସ୍ୱତନ୍ତ୍ର ଅଳଙ୍କାର କଲେକ୍ସନର ଶୁଭାରମ୍ଭ କରିଛି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ତିନିଦିନିଆ ରଜ ପର୍ବ ନାରୀତ୍ତ୍ୱ ଏବଂ ଭୂମିର ଉତ୍ପଜତାକୁ ପାଳନ କରିଥାଏ । ଚଳିତ ବର୍ଷ, ରିଲାଏନ୍ସ ଜୁଏଲ୍ସ ଏହି ପରମ୍ପରାକୁ ସମ୍ମାନ ଜଣାଇ ଏକ ସ୍ଵତନ୍ତ୍ର କ୍ୟୁରେଟେଡ୍ କଲେକ୍ସନ୍ ନେଇଆସିଛି ଯାହା ନାରୀତ୍ତ୍ୱ ଏବଂ ଉତ୍ସବର ଉତ୍ସାହ ତଥା ମୂଳ ଭାବନାକୁ ପ୍ରତିଫଳିତ କରୁଛି ।

ରିଲାଏନ୍ସ ଜୁଏଲ୍ସ ଦ୍ୱାରା ରଜ ପର୍ବ ସମ୍ଭାରରେ ରହିଛି ନିତିଦିନିଆ ବ୍ୟବହାର ପାଇଁ ସରଳ ଭାବେ ପ୍ରସ୍ତୁତ ହାଲୁକା ଓଜନ ୧୮ କାରେଟ୍ ସୁନା ହାର ଏବଂ ପେଣ୍ଡେଣ୍ଟ ସେଟ୍ ସମୂହ । ଏହି ସ୍ୱତନ୍ତ୍ର ରଜ ପର୍ବ କଲେକ୍ସନର ପ୍ରତ୍ୟେକ ଅଳଙ୍କାର ଛୋଟ ଝିଅ ଏବଂ ଯୁବତୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ଯାହା ଆକର୍ଷଣୀୟ ଓ ଆଦର୍ଶ ରଜ ଉପହାର ହୋଇପାରିବ।

ଏହି ସ୍ୱତନ୍ତ୍ର ସମ୍ଭାର ଉନ୍ମୋଚନର ଏକ ଅଂଶ ଭାବରେ, ରିଲାଏନ୍ସ ଜୁଏଲ୍ସ ନିର୍ଦ୍ଦିଷ୍ଟ ଷ୍ଟୋରଗୁଡିକରେ ସୁନା ଗହଣା ମେକିଙ୍ଗ ଚାର୍ଜ ଏବଂ ହୀରା ଗହଣା ମୂଲ୍ୟ ଉପରେ ଫ୍ଲାଟ ୨୦% ରିହାତି ଅଫର ପ୍ରଦାନ କରୁଛି। ଏହି ସୀମିତ ସମୟ ଅଫର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ମୂଲ୍ୟରେ ସୂକ୍ଷ୍ମ ଅଳଙ୍କାରରେ ନିବେଶ କରିବା ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ନେଇଆସିଛି।