ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର
ଆନନ୍ଦ ଓ ଉତ୍ସାହ ଭିତରେ ସରିଲା ଦ୍ବିତୀୟ ରଜ । ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର । ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପୁଛି ଗାଁଠୁ ସହର ।
ଆଜି ରଜ ସଂକ୍ରାନ୍ତି। ପହିଲି ରଜ ଭଳି ଆଜି ଦ୍ବିତୀୟ ରଜରେ ବି ବେଶ୍ ଜମିଛି ରଜ ଆସର। ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠିଥିବା ବେଳେ ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପିଛି ପରିବେଶ । ରାଜ୍ୟର କିଛି ସ୍ଥାନରେ ଆୟୋଜିତ ହୋଇଛି ୟୁନିକ୍ ରଜ ସେଲିବ୍ରେସନ୍ ।