Rath Yatra 2025: ରଥଯାତ୍ରାରେ ନଜର ରଖିବ ଡ୍ରୋନ, ଲାଗିବ ୨୭୫ AI କ୍ୟାମେରା

ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ କରିବାକୁ ବ୍ୟାପକ ପ୍ରସ୍ତୁତି । ପୁରୀକୁ ଜଗିବ ୨୭୫ଟି AI କ୍ୟାମେରା । ସୁରକ୍ଷା ପାଇଁ ନିଆଯିବ ଡ୍ରୋନର ସହାୟତା । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ।

Rath Yatra 2025: ରଥଯାତ୍ରାରେ ନଜର ରଖିବ ଡ୍ରୋନ, ଲାଗିବ ୨୭୫ AI କ୍ୟାମେରା
Array