IND vs NZ Final: ଚମ୍ପିଆନ୍ସ ଟ୍ରଫି ଫାଇନାଲ୍‌: ୨୫ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ରବିବାର ଦୁବାଇରେ ଏହି ଦୁଇ ଦଳ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ । ତେବେ ଦୀର୍ଘ ୨୫ ବର୍ଷ ପରେ ଦୁଇ ଦଳ ଆଇସିସି ଟ୍ରଫି ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

IND vs NZ Final: ଚମ୍ପିଆନ୍ସ ଟ୍ରଫି ଫାଇନାଲ୍‌: ୨୫ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
Array