ରଜରେ ଛେଚିବ ବର୍ଷା

ଓଡ଼ିଶାକୁ ମାଡ଼ି ଆସୁଛି ବଡ଼ ବର୍ଷା। ପ୍ରବଳ ଘଡ଼ଘଡ଼ି ସହ ହେବ ଝଟକା ପବନ। ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ ।

ରଜରେ ଛେଚିବ ବର୍ଷା
Array