ରଣେନ୍ଦ୍ରଙ୍କ 'ହାଇଜାକ୍'  ପ୍ରସଙ୍ଗକୁ ନେଇ ହଲଚଲ

ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ 'ହାଇଜାକ୍'  ପ୍ରସଙ୍ଗକୁ ନେଇ ହଲଚଲ। ଦଳର ସଂଗଠନ ବାବଦରେ ନବୀନଙ୍କୁ ଚିଠି ଲେଖି ହାଇଜାକ୍ ପ୍ରସଙ୍ଗ ଉଠାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବୀ ମିଶ୍ର। 

ରଣେନ୍ଦ୍ରଙ୍କ 'ହାଇଜାକ୍'  ପ୍ରସଙ୍ଗକୁ ନେଇ ହଲଚଲ
Array