ରତ୍ନଭଣ୍ଡାର ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଯାଞ୍ଚ ପରେ ମରାମତି
ପୁରୀ ୨୬/୦୮: ରତ୍ନଭଣ୍ଡାର ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ମନ୍ତ୍ରୀ କହିଛନ୍ତି ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ । ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ସହ ମରାମତି ପରେ ହେବ ଗଣତି ମଣତି । ୧୯୭୮ ମସିହା ପ୍ରସ୍ତୁତ ତାଲିକା ତଥ୍ୟ ସହ ମେଳକ ହେବ । ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି କାମ । ସୂଚନା ଥାଉକି, ରତ୍ନଭଣ୍ଡାର ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ରତ୍ନ ଭଣ୍ଡାରର ସୁରକ୍ଷା ପ୍ରାଥମିକତା । ବାକ୍ସ ଗୁଡ଼ିକ ସ୍ଥାନନ୍ତ୍ରିକରଣ ସରିଛି ଏବେ ମରାମତି କାର୍ଯ୍ୟ ହେବ। ଏହାପରେ ସର୍ବେ ହେବ ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ । ସମ୍ପୂର୍ଣ୍ଣ ମରାମତି ସରିଲେ ଗଣତି ମଣତି ଆରମ୍ଭ ହେବ। ଏହା ରତ୍ନ ଭଣ୍ଡାର ଭିତରେ ହିଁ ହେବ। ମୁଁ ଆଶା କରୁଛି ୧୯୭୮ରେ ଯାହା ଥିଲା ତାହା ଥିବ ଆଶା । ଏହି ଗଣତି ୧୯୭୮ ମସିହା ଲିଷ୍ଟ ଅନୁସାରେ ହେବ। ୧୯୭୮ରେ ଯେଉଁ ଡାଟା ବେଶ ହୋଇଥିଲା ସେହି ଅନୁସାରେ ମେଳ କରାଯିବ ।
ପୁରୀ ୨୬/୦୮: ରତ୍ନଭଣ୍ଡାର ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ମନ୍ତ୍ରୀ କହିଛନ୍ତି ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ । ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ସହ ମରାମତି ପରେ ହେବ ଗଣତି ମଣତି । ୧୯୭୮ ମସିହା ପ୍ରସ୍ତୁତ ତାଲିକା ତଥ୍ୟ ସହ ମେଳକ ହେବ । ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି କାମ ।
ସୂଚନା ଥାଉକି, ରତ୍ନଭଣ୍ଡାର ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ରତ୍ନ ଭଣ୍ଡାରର ସୁରକ୍ଷା ପ୍ରାଥମିକତା । ବାକ୍ସ ଗୁଡ଼ିକ ସ୍ଥାନନ୍ତ୍ରିକରଣ ସରିଛି ଏବେ ମରାମତି କାର୍ଯ୍ୟ ହେବ। ଏହାପରେ ସର୍ବେ ହେବ ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ । ସମ୍ପୂର୍ଣ୍ଣ ମରାମତି ସରିଲେ ଗଣତି ମଣତି ଆରମ୍ଭ ହେବ। ଏହା ରତ୍ନ ଭଣ୍ଡାର ଭିତରେ ହିଁ ହେବ।
ମୁଁ ଆଶା କରୁଛି ୧୯୭୮ରେ ଯାହା ଥିଲା ତାହା ଥିବ ଆଶା । ଏହି ଗଣତି ୧୯୭୮ ମସିହା ଲିଷ୍ଟ ଅନୁସାରେ ହେବ। ୧୯୭୮ରେ ଯେଉଁ ଡାଟା ବେଶ ହୋଇଥିଲା ସେହି ଅନୁସାରେ ମେଳ କରାଯିବ ।