ରଥଖଳାରେ ଅଘଟଣ : ମୁଣ୍ଡରେ ଶାବଳ ବାଜି ଜଣେ ଶ୍ରମିକ ଆହତ

ନୀଳଗିରି ୯।୬: ରଥଖଳାରେ ଅଘଟଣ । ମୁଣ୍ଡରେ ଶାବଳ ବାଜି ଜଣେ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ରରେ ଏଭଳି ଅଘଟଣ ଘଟିଛି ।ବାଲେଶ୍ବର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଜଗନ୍ନାଥଙ୍କ ରଥଖଳାରେ ଅଘଟଣ । ରଥ କାଠ ଉଠାଉଥିବା ବେଳେ ମୁଣ୍ଡରେ ଶାବଳ ବାଜି ଜଣେ ଆହତ ହୋଇଛନ୍ତି । ରଥ ନିର୍ମାଣ କରୁଥିବା ଶ୍ରମିକ ହରି ସିଂ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।You Can Read :ସହର ମୁହାଁ ଜଙ୍ଗଲୀ ଭାଲୁ, ଲୋକେ ଭୟଭୀତ

ରଥଖଳାରେ ଅଘଟଣ : ମୁଣ୍ଡରେ ଶାବଳ ବାଜି ଜଣେ ଶ୍ରମିକ ଆହତ

ନୀଳଗିରି ୯।୬: ରଥଖଳାରେ ଅଘଟଣ । ମୁଣ୍ଡରେ ଶାବଳ ବାଜି ଜଣେ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ରରେ ଏଭଳି ଅଘଟଣ ଘଟିଛି ।

ବାଲେଶ୍ବର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଜଗନ୍ନାଥଙ୍କ ରଥଖଳାରେ ଅଘଟଣ । ରଥ କାଠ ଉଠାଉଥିବା ବେଳେ ମୁଣ୍ଡରେ ଶାବଳ ବାଜି ଜଣେ ଆହତ ହୋଇଛନ୍ତି । ରଥ ନିର୍ମାଣ କରୁଥିବା ଶ୍ରମିକ ହରି ସିଂ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।

You Can Read :

ସହର ମୁହାଁ ଜଙ୍ଗଲୀ ଭାଲୁ, ଲୋକେ ଭୟଭୀତ