ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଗାଇଡ୍‌ଲାଇନ୍, କୋଭିଡ୍ ଭଳି ଲକ୍ଷଣ ଥିଲେ ଯିବାକୁ ବାରଣ

ଭୁବନେଶ୍ବର ୬।୬: କୋଭିଡ୍ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ରଥଯାତ୍ରା ପାଇଁ କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ କୋମରବିଡ଼ିଟି ବା ଗୁରୁତର ରୋଗ ରହିଥିବା ଲୋକଙ୍କୁ ରଥଯାତ୍ରାକୁ ଯିବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଓ ହାତ ଧୋଇବା, ସ୍ଵଚ୍ଛ ପିଇବା ପାଣି ପିଇବାକୁ ଗୁରୁତ୍ୱ । ରଥଯାତ୍ରା ପାଇଁ କୋଭିଡ୍ ବେଳେ ପୁରୀରେ ଯେଉଁ ଆଇସିୟୁ ଥିଲା ତାକୁ କାର୍ଯ୍ୟକ୍ଷମ କରାଯାଉଛି । ସ୍ୱାସ୍ଥ୍ୟ ସଚିବ ନିଜେ ଯାଇ ତଦାରଖ କରିଛନ୍ତି । ପୁରୀ ହସ୍ପିଟାଲର ଶଯ୍ୟା ବୃଦ୍ଧି ସହ ଡାକ୍ତର ସଂଖ୍ୟା ବଢାଯାଇଛି । ସମସ୍ତ ଯନ୍ତ୍ରପାତି, ଆଇସିୟୁ ଠିକ୍ ରଖିବା ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।You Can Read:ଡେବ୍ରିଗଡରେ ଗୟଳ ଗଣନା ଶେଷ, ଗତବର୍ଷ ସଂଖ୍ୟା ୬୫୯ ଥିବାବେଳେ ଏଥର ୧୨୯ ବଢିଛି

ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଗାଇଡ୍‌ଲାଇନ୍, କୋଭିଡ୍ ଭଳି ଲକ୍ଷଣ ଥିଲେ ଯିବାକୁ ବାରଣ

ଭୁବନେଶ୍ବର ୬କୋଭିଡ୍ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ରଥଯାତ୍ରା ପାଇଁ କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ କୋମରବିଡ଼ିଟି ବା ଗୁରୁତର ରୋଗ ରହିଥିବା ଲୋକଙ୍କୁ ରଥଯାତ୍ରାକୁ ଯିବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଓ ହାତ ଧୋଇବା, ସ୍ଵଚ୍ଛ ପିଇବା ପାଣି ପିଇବାକୁ ଗୁରୁତ୍ୱ । 

ରଥଯାତ୍ରା ପାଇଁ କୋଭିଡ୍ ବେଳେ ପୁରୀରେ ଯେଉଁ ଆଇସିୟୁ ଥିଲା ତାକୁ କାର୍ଯ୍ୟକ୍ଷମ କରାଯାଉଛି । ସ୍ୱାସ୍ଥ୍ୟ ସଚିବ ନିଜେ ଯାଇ ତଦାରଖ କରିଛନ୍ତି । ପୁରୀ ହସ୍ପିଟାଲର ଶଯ୍ୟା ବୃଦ୍ଧି ସହ ଡାକ୍ତର ସଂଖ୍ୟା ବଢାଯାଇଛି । ସମସ୍ତ ଯନ୍ତ୍ରପାତି, ଆଇସିୟୁ ଠିକ୍ ରଖିବା ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

You Can Read:

ଡେବ୍ରିଗଡରେ ଗୟଳ ଗଣନା ଶେଷ, ଗତବର୍ଷ ସଂଖ୍ୟା ୬୫୯ ଥିବାବେଳେ ଏଥର ୧୨୯ ବଢିଛି