ରଥଯାତ୍ରା ସମୟରେ ଅଣ୍ଡାମାଡ଼ ଘଟଣା, ରାଜ୍ୟ ସରକାରଙ୍କୁ ଏପରି କହିଦେଲେ ନବୀନ
ଭୁବନେଶ୍ୱର,୧୫।୭(ସୁନିତ୍ ମିଶ୍ର): କାନାଡ଼ାର ଟରୋଣ୍ଟୋ ସହରରେ ରଥଯାତ୍ରା ପାଳନ ସମୟରେ ଶ୍ରଦ୍ଧାଳୁଙ୍କ ଉପରକୁ ଅଣ୍ଡା ମାଡ଼ କରାଯାଇଛି। ଏହି ଖବର ଶୁଣିବା ପରେ ବ୍ୟଥିତ ଲାଗିଛି। ଏହି ଘଟଣା କେବଳ ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୁଃଖ ପହଞ୍ଚାଇ ନାହିଁ ବରଂ ଓଡ଼ିଶାବାସୀଙ୍କ ଭିତରେ ଅସନ୍ତୋଷ ବଢ଼ାଇଛି। କାରଣ ଓଡ଼ିଶା ଲୋକଙ୍କ ପାଇଁ ଏହି ଯାତ୍ରା ଭାବାବେଗ ଏବଂ ସଂସ୍କୃତିର ପ୍ରତୀକ। ଯଦି ଗଣମାଧ୍ୟମର ଏହି ରିପୋର୍ଟ ସତ୍ୟ ତେବେ ରାଜ୍ୟ ସରକାର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ […] The post ରଥଯାତ୍ରା ସମୟରେ ଅଣ୍ଡାମାଡ଼ ଘଟଣା, ରାଜ୍ୟ ସରକାରଙ୍କୁ ଏପରି କହିଦେଲେ ନବୀନ appeared first on Dharitri Odia News.
ଭୁବନେଶ୍ୱର,୧୫।୭(ସୁନିତ୍ ମିଶ୍ର): କାନାଡ଼ାର ଟରୋଣ୍ଟୋ ସହରରେ ରଥଯାତ୍ରା ପାଳନ ସମୟରେ ଶ୍ରଦ୍ଧାଳୁଙ୍କ ଉପରକୁ ଅଣ୍ଡା ମାଡ଼ କରାଯାଇଛି। ଏହି ଖବର ଶୁଣିବା ପରେ ବ୍ୟଥିତ ଲାଗିଛି। ଏହି ଘଟଣା କେବଳ ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୁଃଖ ପହଞ୍ଚାଇ ନାହିଁ ବରଂ ଓଡ଼ିଶାବାସୀଙ୍କ ଭିତରେ ଅସନ୍ତୋଷ ବଢ଼ାଇଛି। କାରଣ ଓଡ଼ିଶା ଲୋକଙ୍କ ପାଇଁ ଏହି ଯାତ୍ରା ଭାବାବେଗ ଏବଂ ସଂସ୍କୃତିର ପ୍ରତୀକ। ଯଦି ଗଣମାଧ୍ୟମର ଏହି ରିପୋର୍ଟ ସତ୍ୟ ତେବେ ରାଜ୍ୟ ସରକାର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଜଣାଇ କାନାଡ଼ା କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ ପ୍ରତିବାଦ ରେଜିଷ୍ଟର କରାନ୍ତୁ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
The post ରଥଯାତ୍ରା ସମୟରେ ଅଣ୍ଡାମାଡ଼ ଘଟଣା, ରାଜ୍ୟ ସରକାରଙ୍କୁ ଏପରି କହିଦେଲେ ନବୀନ appeared first on Dharitri Odia News.