ରଥରେ ଚଢିଲେ ଅଣ ସେବାୟତ, ହାତ ଧରି ଟାଣି ଆଣିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦର୍ପଦଳନ ରଥରେ ଚଢ଼ିଥିଲେ ଅଣ ସେବାୟତ ।

ରଥରେ ଚଢିଲେ ଅଣ ସେବାୟତ, ହାତ ଧରି ଟାଣି ଆଣିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଥିଲେ ଅଣ ସେବାୟତ । ସେହି ସମୟରେ ଅଣ ସେବାୟତଙ୍କ ହାତ ଧରି ଟାଣି ଆଣିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଦେଖନ୍ତୁ ଭିଡିଓ...