ରାଇକିଆରେ ଭାଇଚାରାର ପର୍ବ ହୋଲି : ପରସ୍ପରକୁ ରଙ୍ଗ ଲଗାଇ ମିଠା ବାଣ୍ଟିଲେ

ରାଇକିଆ,୧୫।୩(ପ୍ରଦୀପ ବେହେରା): ହୋଲି ଅବସରରେ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ରଙ୍ଗର ଆସର ଦେଖିବାକୁ ମିଳିଛି। ଲୋକେ ପରସ୍ପରକୁ ରଙ୍ଗ ଲଗାଇ ମିଠା, ପଣା ବାଣ୍ଟି ଅଭିନନ୍ଦନ ଜଣାଇଛନ୍ତି। ପିଲାଠାରୁ ଯୁବକ, ଯୁବତୀ ସବୁ ପରସ୍ପରକୁ ରଙ୍ଗ ଲଗାଇ ଖୁସି ବାଣ୍ଟିଛନ୍ତି। ରାସାୟନିକ ରଙ୍ଗଠାରୁ ଦୂରରେ ରହି ପାରମ୍ପରିକ ଫଗୁ ଖେଳର ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ଭାଇଚାର ଏହି ପର୍ବକୁ ଚୁନପଲ୍ଲି ଛକରୁ ଆରମ୍ଭ କରି ବେରେଡାକିଆ ପର୍ଯ୍ୟନ୍ତ ଯୁବଗୋଷ୍ଠୀ ସ୍ଥାନେସ୍ଥାନେ […] The post ରାଇକିଆରେ ଭାଇଚାରାର ପର୍ବ ହୋଲି : ପରସ୍ପରକୁ ରଙ୍ଗ ଲଗାଇ ମିଠା ବାଣ୍ଟିଲେ appeared first on Dharitri Odia News.

ରାଇକିଆରେ ଭାଇଚାରାର ପର୍ବ ହୋଲି : ପରସ୍ପରକୁ ରଙ୍ଗ ଲଗାଇ ମିଠା ବାଣ୍ଟିଲେ

ରାଇକିଆ,୧୫।୩(ପ୍ରଦୀପ ବେହେରା): ହୋଲି ଅବସରରେ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ରଙ୍ଗର ଆସର ଦେଖିବାକୁ ମିଳିଛି। ଲୋକେ ପରସ୍ପରକୁ ରଙ୍ଗ ଲଗାଇ ମିଠା, ପଣା ବାଣ୍ଟି ଅଭିନନ୍ଦନ ଜଣାଇଛନ୍ତି। ପିଲାଠାରୁ ଯୁବକ, ଯୁବତୀ ସବୁ ପରସ୍ପରକୁ ରଙ୍ଗ ଲଗାଇ ଖୁସି ବାଣ୍ଟିଛନ୍ତି। ରାସାୟନିକ ରଙ୍ଗଠାରୁ ଦୂରରେ ରହି ପାରମ୍ପରିକ ଫଗୁ ଖେଳର ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ଭାଇଚାର ଏହି ପର୍ବକୁ ଚୁନପଲ୍ଲି ଛକରୁ ଆରମ୍ଭ କରି ବେରେଡାକିଆ ପର୍ଯ୍ୟନ୍ତ ଯୁବଗୋଷ୍ଠୀ ସ୍ଥାନେସ୍ଥାନେ ନାଚ ଗୀତର ତାଳତାଳେ ସହର ପରିକ୍ରମା କରିଥିଲେ ।

The post ରାଇକିଆରେ ଭାଇଚାରାର ପର୍ବ ହୋଲି : ପରସ୍ପରକୁ ରଙ୍ଗ ଲଗାଇ ମିଠା ବାଣ୍ଟିଲେ appeared first on Dharitri Odia News.