ରାଉରକେଲାରେ ବଡ଼ ଅଘଟଣ, ବସ୍ତି ଭିତରକୁ ମାଡିଗଲା ମାଲବାହୀ ଟ୍ରେନ

କନକ ବ୍ୟୁରୋ : ରାଉରକେଲାରେ ଘଟିଛି ବଡ ଅଘଟଣ । ଏକ ମାଲବାହୀ ଟ୍ରେନ୍ ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଯାଇଛି । ରାଉରକେଲା ମାଲଗୋଦାମ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି । 