ରାଉରକେଲାରେ ଭୂକମ୍ପ ଝଟକା, ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ

ରାଉରକେଲା: ରାଉରକେଲାରେ ଭୂକମ୍ପ ଝଟକା। ସହରର ମାଲଗୋଦାମ, ମଧୁସୂଦନପାଲି,   ଛେଣ୍ଡ କଳିଙ୍ଗ ବିହାର, ଫର୍ଟିଲାଇଜର, ଲାଠିକଟା ଆଦି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।  ମଙ୍ଗଳବାର ରାତି ୧୦ଟା ୨୩ରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାଯାଇଛି। ଭୂକମ୍ପ ଝଟକା ପରେ ଲୋକେ ପ୍ରାଣ ବିକଳରେ ଘରୁ ବାହାରକୁ ଚାଲି ଆସିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ଖେଳି ଯାଇଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିବା ଜଣା ପଡିଛି। କିନ୍ତୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।