ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧି ଜୁଲାଇ ୧୯କୁ ବୃଦ୍ଧି

ଭୁବନେଶ୍ୱର: ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା ବେଳେ ଏହାକୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ସାମସ୍ ଅଧୀନରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ପଟ୍ ନାମଲେଖା ପ୍ରକ୍ରିୟାକୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। The post ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧି ଜୁଲାଇ ୧୯କୁ ବୃଦ୍ଧି appeared first on Odisha.News.

ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧି ଜୁଲାଇ ୧୯କୁ ବୃଦ୍ଧି

ଭୁବନେଶ୍ୱର: ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧିକୁ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା ବେଳେ ଏହାକୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି ସାମସ୍ ଅଧୀନରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ପଟ୍ ନାମଲେଖା ପ୍ରକ୍ରିୟାକୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

The post ସ୍ନାତକ ପାଠ୍ୟକ୍ରମର ସ୍ପଟ୍ ନାମଲେଖା ଅବଧି ଜୁଲାଇ ୧୯କୁ ବୃଦ୍ଧି appeared first on Odisha.News.