ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!
ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଏବରେଲି ଲୋକ ସଭା ଆସନରୁ ପ୍ରାର୍ଥୀ ଏବଂ ରାହୁଲ ଗାନ୍ଧୀଙ୍କୁ ଆମେଠି ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ତେବେ ଏହି ତାଲିକା ସଂପୂର୍ଣ୍ଣ ନକଲି କାରଣ କଂଗ୍ରେସ ଏ ପର୍ଯ୍ୟନ୍ତ ଉଭୟ ଆସନରୁ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିନାହିଁ। କଂଗ୍ରେସ ନିର୍ବଚନ କମିଟି […] The post ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା! appeared first on Dharitri Odia News.
ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଏବରେଲି ଲୋକ ସଭା ଆସନରୁ ପ୍ରାର୍ଥୀ ଏବଂ ରାହୁଲ ଗାନ୍ଧୀଙ୍କୁ ଆମେଠି ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ତେବେ ଏହି ତାଲିକା ସଂପୂର୍ଣ୍ଣ ନକଲି କାରଣ କଂଗ୍ରେସ ଏ ପର୍ଯ୍ୟନ୍ତ ଉଭୟ ଆସନରୁ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିନାହିଁ।
କଂଗ୍ରେସ ନିର୍ବଚନ କମିଟି ପକ୍ଷରୁ ରାହୁଲଙ୍କୁ ଆମେଠିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା, ଯାହାକୁ ସେ ଖାରଜ କରିଦେଇଥିଲେ। ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ସାରା ଦେଶରେ ନିର୍ବାଚନୀ ପ୍ରଚାର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେ ରାଏବରେଲିରୁ ଲଡିବାକୁ ମନା କରିଛନ୍ତି। ଉଭୟ ନେତାଙ୍କ ନା ମଧ୍ୟରେ ଏହି ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
The post ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା! appeared first on Dharitri Odia News.