ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି ବହୁତ ଭାଇରାଲ ହେବାରେ ଲାଗିଛି। ଆଇଏଏନଏସ୍ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠିକୁ ଶେୟାର କରାଯାଇଛି। ଏହାର କ୍ୟାପଶନରେ ଲେଖା ଅଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ବିବାହିତ ଦମ୍ପତି ଜ୍ୟାକି ଭାଗନାନୀ ଏବଂ ରାକୁଲ ପ୍ରୀତ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଏକ […] The post ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି ବହୁତ ଭାଇରାଲ ହେବାରେ ଲାଗିଛି।
ଆଇଏଏନଏସ୍ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠିକୁ ଶେୟାର କରାଯାଇଛି। ଏହାର କ୍ୟାପଶନରେ ଲେଖା ଅଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ବିବାହିତ ଦମ୍ପତି ଜ୍ୟାକି ଭାଗନାନୀ ଏବଂ ରାକୁଲ ପ୍ରୀତ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଏକ ଲମ୍ବା ଚିଠି ମଧ୍ୟ ଶେୟାର କରାଯାଇଛି।
PM Narendra Modi congratulated newly married couple Jackky Bhagnani, Rakul Preet Singh.#RakulPreetSingh #JackkyBhagnani pic.twitter.com/TKDNWO754L
— IANS (@ians_india) February 22, 2024
The post ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.