ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝର ୪୦.୬, ବାଲେଶ୍ବର ୪୦.୧, ସମ୍ବଲପୁର ୪୦ ଡିଗ୍ରୀ, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬ ଡିଗ୍ରୀ, ଗୋପାଳପୁର ଓ ପୁରୀ ୩୪.୪, ପାରାଦୀପ ୩୩.୫ ଡିଗ୍ରୀ ରେକର୍ଡ ହୋଇଛି। The post ରାଜଧାନୀ ତାତି ଟପିଲା ୪୧ appeared first on Dharitri Odia News.

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝର ୪୦.୬, ବାଲେଶ୍ବର ୪୦.୧, ସମ୍ବଲପୁର ୪୦ ଡିଗ୍ରୀ, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬ ଡିଗ୍ରୀ, ଗୋପାଳପୁର ଓ ପୁରୀ ୩୪.୪, ପାରାଦୀପ ୩୩.୫ ଡିଗ୍ରୀ ରେକର୍ଡ ହୋଇଛି।

The post ରାଜଧାନୀ ତାତି ଟପିଲା ୪୧ appeared first on Dharitri Odia News.