ରାଜଧାନୀରେ ପୁଣି ମାତିଲେ ଲୁଟେରା: ପାଇକନଗରର ଏକ ଘରେ ବୁଲାଇଲେ କଳାକନା
କନକ ବ୍ୟୁରୋ : ରାଜଧାନୀରେ ପୁଣି ମାତିଲେ ଲୁଟେରା। ଆପାର୍ଟମେଣ୍ଟ ନୁହଁ ଏଥର ଘରକୁ କରିଛନ୍ତି ଟାର୍ଗେଟ୍ । ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଘରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟ ଲୋଡିଛି ନୟାପଲ୍ଲୀ ଥାନା ପୋଲିସ ।