ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍

ରାଜଧାନୀରେ ମାତିଛନ୍ତି ଘର ଭଡ଼ା ଦଲାଲ। ମାଲିକଙ୍କ ଅଜାଣତରେ ସେମାନଙ୍କ ଘର ଦେଖାଇ, ଘର ଖୋଜୁଥିବା ଲୋକଙ୍କଠାରୁ ଲୁଟି ନେଉଛନ୍ତି ଟଙ୍କା। ପରେ ନା ଘର ମିଳୁଛି ନା ସେମାନଙ୍କ ଟଙ୍କା। ଘର ଖୋଜିବାକୁ ଆସି ଠିକ୍ ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜଣେ ଶିକ୍ଷିତ ଯୁବକ।

ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍
Array