ରାଜଧାନୀରେ ହାତୀ ଉପଦ୍ରବ, ଭରତପୁର ଜଙ୍ଗଲରୁ ଆସି ନଷ୍ଟ କଲେ ଫସଲ
ଭୁବନେଶ୍ୱର ୨୯/୧୦: ରାଜଧାନୀରେ ହାତୀ ଉପଦ୍ରବ। ତିନି ଦନ୍ତା ହାତୀଙ୍କ ଉତ୍ପାତ । ପଥରଗାଡ଼ିଆ, ଗଣେଶ ବିହାର ଦୁଇଶହ ଫୁଟିଆ ରାସ୍ତାରେ ଖେଳାଇଲେ ଆତଙ୍କ। ଭରତପୁର ଜଙ୍ଗଲରୁ ଆସି ନଷ୍ଟ କଲେ ଧାନ ଫସଲ। ହାତୀ ଘଉଡ଼ାଇବାକୁ ଆସି ନାହାଁନ୍ତି ବନ ବିଭାଗ। ସ୍ଥାନୀୟ ଲୋକେ ଆତଙ୍କରେ।ସୂଚନା ଥାଉକି, ବିଳମ୍ୱିତ ରାତିରେ ପଥରଗାଡ଼ିଆ ଗଣେଶ ବିହାରରେ ପଶିଆସିଛନ୍ତି ୩ ଟିକିଆ ହାତୀପଲ । ଭରତପୁର ଜଙ୍ଗଲରୁ ଆସି ସେହି ଅଞ୍ଚଳରେ ବ୍ୟାପକ ଘାନ ଫସଲ ନଷ୍ଟ କରିଛନ୍ତି । ସେପଟେ ଖବର ପାଇ ହାତୀ ଘଉଡ଼ାଇବାକୁ ଏଯାଏଁ ଆସିନି ବନବିଭାଗ । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଭୁବନେଶ୍ୱର ୨୯/୧୦: ରାଜଧାନୀରେ ହାତୀ ଉପଦ୍ରବ। ତିନି ଦନ୍ତା ହାତୀଙ୍କ ଉତ୍ପାତ । ପଥରଗାଡ଼ିଆ, ଗଣେଶ ବିହାର ଦୁଇଶହ ଫୁଟିଆ ରାସ୍ତାରେ ଖେଳାଇଲେ ଆତଙ୍କ। ଭରତପୁର ଜଙ୍ଗଲରୁ ଆସି ନଷ୍ଟ କଲେ ଧାନ ଫସଲ। ହାତୀ ଘଉଡ଼ାଇବାକୁ ଆସି ନାହାଁନ୍ତି ବନ ବିଭାଗ। ସ୍ଥାନୀୟ ଲୋକେ ଆତଙ୍କରେ।
ସୂଚନା ଥାଉକି, ବିଳମ୍ୱିତ ରାତିରେ ପଥରଗାଡ଼ିଆ ଗଣେଶ ବିହାରରେ ପଶିଆସିଛନ୍ତି ୩ ଟିକିଆ ହାତୀପଲ । ଭରତପୁର ଜଙ୍ଗଲରୁ ଆସି ସେହି ଅଞ୍ଚଳରେ ବ୍ୟାପକ ଘାନ ଫସଲ ନଷ୍ଟ କରିଛନ୍ତି । ସେପଟେ ଖବର ପାଇ ହାତୀ ଘଉଡ଼ାଇବାକୁ ଏଯାଏଁ ଆସିନି ବନବିଭାଗ । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।