ରାଜଧାନୀରେ ୭ ସିମ୍ ବକ୍ସ ଠାବ, ଫ୍ରଡ୍ କଲ୍ ପାଇଁ ହେଉଥିଲା ବ୍ୟବହାର
ଭୁବନେଶ୍ୱର,୧୬ା୮: ରାଜଧାନୀ ଭୁବନେଶ୍ବରରେ ୭ଟି ସିମ୍ ବକ୍ସ ଠାବ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହାକୁ ଠାବ କରାଯାଇଛି। ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ ବିଭିନ୍ନ ଫ୍ରଡ୍ କଲ୍ ବା ଠକେଇ କାର୍ଯ୍ୟ କରିବାରେ ଏହି ସିମ୍ ବକ୍ସ ବ୍ୟବହୃତ ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି। The post ରାଜଧାନୀରେ ୭ ସିମ୍ ବକ୍ସ ଠାବ, ଫ୍ରଡ୍ କଲ୍ ପାଇଁ ହେଉଥିଲା ବ୍ୟବହାର appeared first on Dharitri Odia News.
ଭୁବନେଶ୍ୱର,୧୬ା୮: ରାଜଧାନୀ ଭୁବନେଶ୍ବରରେ ୭ଟି ସିମ୍ ବକ୍ସ ଠାବ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହାକୁ ଠାବ କରାଯାଇଛି। ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ ବିଭିନ୍ନ ଫ୍ରଡ୍ କଲ୍ ବା ଠକେଇ କାର୍ଯ୍ୟ କରିବାରେ ଏହି ସିମ୍ ବକ୍ସ ବ୍ୟବହୃତ ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି।
The post ରାଜଧାନୀରେ ୭ ସିମ୍ ବକ୍ସ ଠାବ, ଫ୍ରଡ୍ କଲ୍ ପାଇଁ ହେଉଥିଲା ବ୍ୟବହାର appeared first on Dharitri Odia News.