ରାଜପଥରେ ଓଲଟିଲା କଣ୍ଟେନର
ଛତ୍ରପୁର,୨୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପେଟ୍ରୋଲ ପମ୍ପ୍ ନିକଟ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ କଣ୍ଟେନର ଓଲଟି ପଡ଼ିଛି। ଫଳରେ ଡ୍ରାଇଭର ଜଣକ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟିଜି ୦୭ ୦୧୦୯ ନମ୍ବର ବିଶିଷ୍ଟ ଏକ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଖବର ପାଇ ହାଇଓ୍ବେ ପାଟ୍ରୋଲିଂ ଗାଡ଼ିର ଏସ୍ପିଓ ସିମାଞ୍ଚଳ ସାହୁ ଓ ଡ୍ରାଇଭର ଦୀପକ କୁମାର ଆହତ ଡ୍ରାଇଭରଙ୍କୁ ଛତ୍ରପୁର […] The post ରାଜପଥରେ ଓଲଟିଲା କଣ୍ଟେନର appeared first on Dharitri Odia News.
ଛତ୍ରପୁର,୨୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପେଟ୍ରୋଲ ପମ୍ପ୍ ନିକଟ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ କଣ୍ଟେନର ଓଲଟି ପଡ଼ିଛି। ଫଳରେ ଡ୍ରାଇଭର ଜଣକ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟିଜି ୦୭ ୦୧୦୯ ନମ୍ବର ବିଶିଷ୍ଟ ଏକ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଖବର ପାଇ ହାଇଓ୍ବେ ପାଟ୍ରୋଲିଂ ଗାଡ଼ିର ଏସ୍ପିଓ ସିମାଞ୍ଚଳ ସାହୁ ଓ ଡ୍ରାଇଭର ଦୀପକ କୁମାର ଆହତ ଡ୍ରାଇଭରଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
The post ରାଜପଥରେ ଓଲଟିଲା କଣ୍ଟେନର appeared first on Dharitri Odia News.