ରାଜସ୍ଥାନରେ ସଡ଼କ ଦୁର୍ଘଟଣାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ବୋହୂଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜସ୍ଥାନର ଅଲୱରରେ ଆଜି ସଡ଼କ ଦୁର୍ଘଟଣାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯସୱନ୍ତ ସିଂହଙ୍କ ବୋହୂଙ୍କ ମୃତ୍ୟୁ ହୋଇଯାଇଛି। ଯସୱନ୍ତ ସିଂହଙ୍କ ପୁଅ ତଥା ୫୯ ବର୍ଷୀୟ ମନବେନ୍ଦ୍ର ସିଂହ ହେଉଛନ୍ତି ଜଣେ ପୂର୍ବତନ କଂଗ୍ରେସ ବିଧାୟକ। ମନଭେନ୍ଦ୍ର ସିଂହଙ୍କ ପତ୍ନୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ମନବେନ୍ଦ୍ର ସିଂହ ମଧ୍ୟ କାରରେ ଥିଲେ। ଦୁର୍ଘଟଣାରେ ମନବେନ୍ଦ୍ର ସିଂହ ଆହତ ହୋଇଛନ୍ତି। ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା ହୋଇଛି।