ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତଙ୍କୁ ବାନ୍ଧିଛି ପୋଲିସ

ରାଜା ଚକ୍ରଙ୍କ କୋଟି କୋଟି ଟଙ୍କା ଲୁଚାଇ ରଖିଥିଲେ। ରାଜାଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ହେରଫେରରେ କରିବାରେ ତାଙ୍କ ସାଥ ଦେଉଥିଲେ। ମାତ୍ର ଶେଷରେ ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତଙ୍କୁ ବାନ୍ଧିଛି ପୋଲିସ ।

ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତଙ୍କୁ ବାନ୍ଧିଛି ପୋଲିସ
Array