ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର ଓଡ଼ିଶାରେ ପରିଚିତ ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଚଳିତ ବର୍ଷର ଦୁର୍ଗାପୂଜା, ଦୀପାବଳି ଏବଂ ଧନ୍‌ତେରସ ନିମନ୍ତେ ଫେଷ୍ଟିଭ ଅଫର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି। ବିଶେଷକରି ଏୟାର କଣ୍ଡିଶନର, ଏଲ୍‌ଇଡି ଟିଭି, ସାଇଡ୍‌ ବାଇ ସାଇଡ୍‌ ରେଫ୍ରିଜରେଟର,ଓ୍ବାଶିମେଶିନ, ମାଇକ୍ରୋଓଭନ, ଓ୍ବାଟର […] The post ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର appeared first on Dharitri Odia News.

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର ଓଡ଼ିଶାରେ ପରିଚିତ ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଚଳିତ ବର୍ଷର ଦୁର୍ଗାପୂଜା, ଦୀପାବଳି ଏବଂ ଧନ୍‌ତେରସ ନିମନ୍ତେ ଫେଷ୍ଟିଭ ଅଫର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି। ବିଶେଷକରି ଏୟାର କଣ୍ଡିଶନର, ଏଲ୍‌ଇଡି ଟିଭି, ସାଇଡ୍‌ ବାଇ ସାଇଡ୍‌ ରେଫ୍ରିଜରେଟର,ଓ୍ବାଶିମେଶିନ, ମାଇକ୍ରୋଓଭନ, ଓ୍ବାଟର ପ୍ୟୁରିଫାୟାର ଏବଂ ଡାଓସ୍‌ ରେଫ୍ରିଜରେଟର ସହିତ ମିନି ରେଫ୍ରିଜରେଟର ଓଏଲ୍‌ଇଡି ଟିଭି ସହିତ ଏଲ୍‌ଇଡି ଟିଭି ଫ୍ରି, ସାଉଣ୍ଡବାର ଏବଂ ଅନ୍ୟାନ୍ୟ ଉପହାର ଆଦି ଗ୍ରାହକ ଗ୍ରାଣ୍ଡ ଅଫରରେ ଜିତିପାରିବେ। ଏତଦ୍‌ବ୍ୟତୀତ ଗ୍ରାହକମାନେ ଶୋ’ରୁମ୍‌ରୁ ବିଭିନ୍ନ ମଡେଲ ଉପରେ ୪୦% ପର୍ଯ୍ୟନ୍ତର ରିହାତି ପାଇପାରିବେ । ଏପରିକି ଫାଇନାନ୍ସରେ କିଣୁଥିବା ବିଭିନ୍ନ ଉତ୍ପାଦ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶ୍‌ବ୍ୟାକ୍‌ ଅଫର ଓ ବିଭିନ୍ନ କମ୍ପାନୀର କ୍ରେଡିଟ୍‌ କାର୍ଡ କ୍ରୟରେ ନୋ କଷ୍ଟ ଇଏମ୍‌ଆଇ ଏବଂ ସବୁଠାରୁ କମ୍‌ ମୂଲ୍ୟର କିସ୍ତି ୮୮୮ଟଙ୍କାରେ କିଣିବାର ବ୍ୟାପକ ସୁଯୋଗ ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ସ୍ବତ୍ୱାଧିକାରୀ ପ୍ରକାଶ ବିଶ୍ୱାଳ (ଟୁଟୁଭାଇ) କହିଥିଲେ, ଆମେ ଆମର ପାର୍ବଣ ଅଫରର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ପାର୍ବଣର ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ଆମେ ବ୍ୟାପକ ବର୍ଗର ରିହାତି ଓ ଅଫର ଗ୍ରାହକଙ୍କୁ ଯୋଗାଇଦେଉଛୁ।

The post ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର appeared first on Dharitri Odia News.