ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଙ୍କ ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ

ଜମନକିରା : ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନାଙ୍କ ଆଜି ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜମନକିରା ବ୍ଲକ ଅନ୍ତର୍ଗତ ସର୍ଡ଼ା ପଞ୍ଚାୟତ କୁ ଶ୍ରୀ ମୀନା ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରି ଲୋକଙ୍କ ସହ ମିଶି ସ୍ଥାନୀୟ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଡ଼ିଓ ରବୀନ୍ଦ୍ର କୁମାର […] The post ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଙ୍କ ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ appeared first on Odisha.News.

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଙ୍କ ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ

ଜମନକିରା : ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନାଙ୍କ ଆଜି ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜମନକିରା ବ୍ଲକ ଅନ୍ତର୍ଗତ ସର୍ଡ଼ା ପଞ୍ଚାୟତ କୁ ଶ୍ରୀ ମୀନା ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରି ଲୋକଙ୍କ ସହ ମିଶି ସ୍ଥାନୀୟ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ଜିଲ୍ଲା ପରିଷଦ ସିଡ଼ିଓ ପ୍ରସନ୍ନ ପାତ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ସାମିଲ ଥିଲେ।

The post ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଙ୍କ ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ appeared first on Odisha.News.