ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଜଧାନୀର ଗାନ୍ଧୀମାର୍ଗ ପୂରା ପ୍ରସ୍ତୁତ ରହିଛି। ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ପରେଡରେ ଆଇପିଏସ୍‌ ଅଫିସର ଏ.ବି. ଶିଳ୍ପା ନେତୃତ୍ୱ ନେବେ। ପରେଡ଼ରେ ମୋଟ୍‌ ୬୪ କଣ୍ଟିଜେଣ୍ଟ ଭାଗ ନେବ। ଏଥିରେ ଆଇଟିବିପି, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌, ଓଡ଼ିଶା ହୋମ୍‌ଗାର୍ଡ, ଆର୍‌ପିଏଫ୍‌, […] The post ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ appeared first on Dharitri Odia News.

ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଜଧାନୀର ଗାନ୍ଧୀମାର୍ଗ ପୂରା ପ୍ରସ୍ତୁତ ରହିଛି।
ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଏଥର ପରେଡରେ ଆଇପିଏସ୍‌ ଅଫିସର ଏ.ବି. ଶିଳ୍ପା ନେତୃତ୍ୱ ନେବେ। ପରେଡ଼ରେ ମୋଟ୍‌ ୬୪ କଣ୍ଟିଜେଣ୍ଟ ଭାଗ ନେବ। ଏଥିରେ ଆଇଟିବିପି, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌, ଓଡ଼ିଶା ହୋମ୍‌ଗାର୍ଡ, ଆର୍‌ପିଏଫ୍‌, ସୈନିକ ସ୍କୁଲ୍‌ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ପରେଡ୍‌ରେ ଅଂଶଗ୍ରହଣ କରିବେ।

The post ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ appeared first on Dharitri Odia News.