ରାଜ୍ୟ ସଭା ନିର୍ବାଚନ ଚାଲିଥିବାବେଳେ ଅଖିଳେଶଙ୍କୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୭।୨: ରାଜ୍ୟ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ଆଉ ଏକ ବଡ଼ ଝଟ୍କା ଲାଗିଛି। ଏସପି ବିଧାୟକ ମନୋଜ ପାଣ୍ଡେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଏସ୍ପି ବିଧାୟକ ମନୋଜ ପାଣ୍ଡେ ଅଖିଳେଶଙ୍କୁ ଲେଖିଥିବା ଚିଠିରେ ଲେଖିଛନ୍ତି, ମୁଁ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଉଛି। ଇସ୍ତଫା ଗ୍ରହଣ କରାଯାଉ। The post ରାଜ୍ୟ ସଭା ନିର୍ବାଚନ ଚାଲିଥିବାବେଳେ ଅଖିଳେଶଙ୍କୁ ବଡ଼ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୨୭।୨: ରାଜ୍ୟ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ଆଉ ଏକ ବଡ଼ ଝଟ୍କା ଲାଗିଛି। ଏସପି ବିଧାୟକ ମନୋଜ ପାଣ୍ଡେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି।
ଏସ୍ପି ବିଧାୟକ ମନୋଜ ପାଣ୍ଡେ ଅଖିଳେଶଙ୍କୁ ଲେଖିଥିବା ଚିଠିରେ ଲେଖିଛନ୍ତି, ମୁଁ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଉଛି। ଇସ୍ତଫା ଗ୍ରହଣ କରାଯାଉ।
The post ରାଜ୍ୟ ସଭା ନିର୍ବାଚନ ଚାଲିଥିବାବେଳେ ଅଖିଳେଶଙ୍କୁ ବଡ଼ ଝଟ୍କା appeared first on Dharitri Odia News.