ରାଜ୍ୟର ଆଇନ ଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଉପସ୍ଥିତ ଅଛନ୍ତି ବରିଷ୍ଠ ଅଧିକାରୀ ଏବଂ ଅଫିସର

ଭୁବନେଶ୍ୱର ୧୫।୦୬ : ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ସମୀକ୍ଷା । ରାଜ୍ୟର ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବୈଠକରେ ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଜିଲ୍ଲାର ଏସ୍‌ପି ଏବଂ ଆଇପିଏସ୍‌ ଅଧିକାରୀ ଉପସ୍ଥିତ ରହିଛନ୍ତି । ଖବର ଅନୁଯାୟୀ, ଶନିବାର ଦିନ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ବୈଠକ । ଏହି ବୈଠକରେ  ପୋଲିସ ଡିଜି, ଗୁଇନ୍ଦା ନିର୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଜିଲ୍ଲାର ଏସ୍‌ପି ଏବଂ ଆଇପିଏସ ଅଧିକାରୀ ଉପସ୍ଥିତ ରହିଛନ୍ତି । ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ଵାଲା , ପୋଲିସ କମିଶନର ଏବଂ ଟ୍ୱିନ୍‌ ସିଟି ଡିସିପି, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହିଛନ୍ତି । 

ରାଜ୍ୟର ଆଇନ ଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଉପସ୍ଥିତ ଅଛନ୍ତି ବରିଷ୍ଠ ଅଧିକାରୀ ଏବଂ ଅଫିସର

ଭୁବନେଶ୍ୱର ୧୫।୦୬ : ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ସମୀକ୍ଷା । ରାଜ୍ୟର ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବୈଠକରେ ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଜିଲ୍ଲାର ଏସ୍‌ପି ଏବଂ ଆଇପିଏସ୍‌ ଅଧିକାରୀ ଉପସ୍ଥିତ ରହିଛନ୍ତି । 

ଖବର ଅନୁଯାୟୀ, ଶନିବାର ଦିନ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ବୈଠକ । ଏହି ବୈଠକରେ  ପୋଲିସ ଡିଜି, ଗୁଇନ୍ଦା ନିର୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଜିଲ୍ଲାର ଏସ୍‌ପି ଏବଂ ଆଇପିଏସ ଅଧିକାରୀ ଉପସ୍ଥିତ ରହିଛନ୍ତି । ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ଵାଲା , ପୋଲିସ କମିଶନର ଏବଂ ଟ୍ୱିନ୍‌ ସିଟି ଡିସିପି, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହିଛନ୍ତି ।