ରାଜ୍ୟରେ ଖୋଲିବ ମଡେଲ ମଣ୍ଡି: ଜାଣନ୍ତୁ ଚାଷୀଙ୍କ ପାଇଁ ମଣ୍ଡିରେ କ’ଣ ରହିବ ସୁବିଧା…
ଭୁବନେଶ୍ୱର,୧।୮: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ମଡେଲ ମଣ୍ଡି ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୦ଟି ଜିଲାରେ ୩୮ଟି ମଡେଲ ମଣ୍ଡି ଖୋଲିବ। ଆବଶ୍ୟକତା ଦେଖି ବଡ଼ ଜିଲାରେ ୨ଟି ମଡେଲ ମଣ୍ଡି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମଡେଲ ମଣ୍ଡିରେ ବିଶ୍ରାମଗାର ସହିତ ଟିଫିନ ସେଣ୍ଟର ରହିବ। ଏପରିକି ମଣ୍ଡିରେ ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା […] The post ରାଜ୍ୟରେ ଖୋଲିବ ମଡେଲ ମଣ୍ଡି: ଜାଣନ୍ତୁ ଚାଷୀଙ୍କ ପାଇଁ ମଣ୍ଡିରେ କ’ଣ ରହିବ ସୁବିଧା… appeared first on Dharitri Odia News.
ଭୁବନେଶ୍ୱର,୧।୮: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ମଡେଲ ମଣ୍ଡି ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୦ଟି ଜିଲାରେ ୩୮ଟି ମଡେଲ ମଣ୍ଡି ଖୋଲିବ। ଆବଶ୍ୟକତା ଦେଖି ବଡ଼ ଜିଲାରେ ୨ଟି ମଡେଲ ମଣ୍ଡି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ମଡେଲ ମଣ୍ଡିରେ ବିଶ୍ରାମଗାର ସହିତ ଟିଫିନ ସେଣ୍ଟର ରହିବ। ଏପରିକି ମଣ୍ଡିରେ ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ରହିବ। ରାଜ୍ୟରେ ମଡେଲ ମଣ୍ଡି ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଲେ ସମବାୟ ମନ୍ତ୍ରୀ ପ୍ରକାଶ କରିଛନ୍ତି।
The post ରାଜ୍ୟରେ ଖୋଲିବ ମଡେଲ ମଣ୍ଡି: ଜାଣନ୍ତୁ ଚାଷୀଙ୍କ ପାଇଁ ମଣ୍ଡିରେ କ’ଣ ରହିବ ସୁବିଧା… appeared first on Dharitri Odia News.