ରାଜ୍ୟରେ ଖୋଲିବ ୪ ଦନ୍ତ ମେଡିକାଲ୍ କଲେଜ ! Health Minister Mukesh Mahaling on dental college, Balangir.

ବଲାଙ୍ଗିର ସାମ୍ବାଦିକ ଭବନରେ ସ୍ଵାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର କଟକରେ ମାତ୍ର ଗୋଟିଏ ଦନ୍ତ ମହାବିଦ୍ୟାଳୟ ରହିଛି । ନିର୍ବାଚନୀ ଏଜେଣ୍ଡା ଅନୁସାରେ, ରାଜ୍ୟର ଭଦ୍ରକ, ଜ