ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ। ଷ୍ଟେଟ୍ ଏକ୍ସାଇଜ୍ ପଲିସିରେ ହେବ ବଡ଼ ପରିବର୍ତ୍ତନ। ୩ ବର୍ଷିଆ ହେବ ଅବକାରୀ ନୀତି। ଜୁନ୍ ମଝିରେ ନୂଆ ପଲିସି ଲାଗୁ ନେଇ ମନ୍ତ୍ରୀଙ୍କ ସଙ୍କେତ। ବାହାର ରାଜ୍ୟ ବୁଲି ଟିମ୍ ଫେରିବା ପରେ ଚୂଡ଼ାନ୍ତ ନୀତି ଘୋଷଣା। MGQ ନୀତି ବଦଳାଇବାକୁ ବ୍ୟବସାୟୀଙ୍କ ଦାବି

ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ
Array