'ରାଜ୍ୟରେ ଗଭର୍ଣ୍ଣାନ୍ସ ମଡେଲ ଫେଲ୍'

କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସାଂପ୍ରତିକ ଗଭର୍ଣ୍ଣାନ୍ସକୁ ନାପସନ୍ଦ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

'ରାଜ୍ୟରେ ଗଭର୍ଣ୍ଣାନ୍ସ ମଡେଲ ଫେଲ୍'

ଲିଙ୍ଗରାଜ ମନ୍ଦିରରେ ସଫେଇ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସାଂପ୍ରତିକ ଗଭର୍ଣ୍ଣାନ୍ସକୁ ନାପସନ୍ଦ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।