ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି, CEO ଡାକିଲେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର ୧୬।୦୩ : ସିଇଓ ଡାକିଲା ସର୍ବଦଳୀୟ ବୈଠକ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ । ଶନିବାର ସଂଧ୍ୟା ୬ଟାରେ ବସିବ ଏହି ବୈଠକ । ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ଏବଂ ଜାତୀୟ ଦଳର ସଭାପତି ଦଳର ସଭାପତି, ସାଧାରଣ ସମ୍ପାଦକମାନଙ୍କୁ ଚିଠି ଲେଖିଛନ୍ତି ।