ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରବାହ, ସ୍କୁଲ-କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡ୍ ଲାଇନ୍
ଭୁବନେଶ୍ୱର ୦୩।୦୩ : ସ୍କୁଲ କଲେଜ ପାଇଁ ଖୁବ ଶୀଘ୍ର ଆସିବ ଗାଇଡ ଲାଇନ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ କି ଦୁଇ ଦିନ ମଧ୍ୟରେ ଆସିବ ସ୍ୱତନ୍ତ୍ର ଗାଇଡ ଲାଇନ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗର ଆଲୋଚନା ସରିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେବେ ଠୁ ସକାଳୁଆ ସ୍କୁଲ କଲେଜ ହେବ, ଛାତ୍ରଛାତ୍ରୀ କିପରି ସୁରକ୍ଷିତ ରହିବେ, ସେନେଇ ଗାଇଡ ଲାଇନ ଆସିବ। କେବଳ ସ୍କୁଲ କଲେଜ ନୁହେଁ ରାଜ୍ୟବାସୀଙ୍କ ପାଇଁ ବି ଦୁଇ ଦିନ ମଧ୍ୟରେ ଆସିବ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରାଯିବ। ଏହାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।ଟାଇଁ ଟାଇଁ ଖରା, ଦେହରେ ଗଳିଯାଉଛି, ୧୨ ତାରିଖ ପରେ ତାଉ ଦେଖାଇବ ତାତି
ଭୁବନେଶ୍ୱର ୦୩।୦୩ : ସ୍କୁଲ କଲେଜ ପାଇଁ ଖୁବ ଶୀଘ୍ର ଆସିବ ଗାଇଡ ଲାଇନ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ କି ଦୁଇ ଦିନ ମଧ୍ୟରେ ଆସିବ ସ୍ୱତନ୍ତ୍ର ଗାଇଡ ଲାଇନ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗର ଆଲୋଚନା ସରିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେବେ ଠୁ ସକାଳୁଆ ସ୍କୁଲ କଲେଜ ହେବ, ଛାତ୍ରଛାତ୍ରୀ କିପରି ସୁରକ୍ଷିତ ରହିବେ, ସେନେଇ ଗାଇଡ ଲାଇନ ଆସିବ। କେବଳ ସ୍କୁଲ କଲେଜ ନୁହେଁ ରାଜ୍ୟବାସୀଙ୍କ ପାଇଁ ବି ଦୁଇ ଦିନ ମଧ୍ୟରେ ଆସିବ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରାଯିବ। ଏହାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।