ରାଜ୍ୟରେ ବିଜେପି ସରକାରକୁ ପୂରିଲା ବର୍ଷେ, ସରକାରୀ ଯୋଜନା ନେଇ ଲୋକଙ୍କୁ ସଚେତନ କରିବ ‘ବିକାଶ ବାହାନ’
ଭୁବନେଶ୍ବର ୧୨।୬: ରାଜ୍ୟରେ ବିଜେପି ସରକାରଙ୍କର ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସ୍ତରୀୟ ବିକାଶ ବାହନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଏହି ବିକାଶ ବାହାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ଏହି ବିକାଶ ବାହାନ । ସାରା ରାଜ୍ୟରେ ବୁଲିବ ବିକାଶ ବାହାନ । ଜନକଲ୍ୟାଣକାରୀ ଯୋଜନା ସୂଚନା ଘରେ ଘରେ ପହଞ୍ଚାଇବ । ସରକାରୀ ଯୋଜନା ନେଇ ଲୋକଙ୍କୁ ସଚେତନତା କରିବ ଏହି ବାହାନ । ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷ । ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବାଣ୍ଟିବ । ସୁଭଦ୍ର ଯୋଜନା, ପଛୁଆ ବର୍ଗ ସଂରକ୍ଷଣ, ଇନପୁଟ ସହାୟତା ଭଳି ବିଭିନ୍ନ ବାର୍ତ୍ତା ବାଣ୍ଟିବ ଏହି ବିକାଶ ବାହାନ । ରାଜ୍ୟର ୩୧୪ ବ୍ଲକ୍ରେ ବୁଲିବ ବିକାଶ ବାହାନ । ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଗଡ଼ିବ ଏହି ବାହାନ ।You Can Read:ସୁକୁମାରେ ଏନ୍କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ହାର୍ଡକୋର ମାଓବାଦୀ
ଭୁବନେଶ୍ବର ୧୨।୬: ରାଜ୍ୟରେ ବିଜେପି ସରକାରଙ୍କର ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସ୍ତରୀୟ ବିକାଶ ବାହନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଏହି ବିକାଶ ବାହାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ଏହି ବିକାଶ ବାହାନ । ସାରା ରାଜ୍ୟରେ ବୁଲିବ ବିକାଶ ବାହାନ । ଜନକଲ୍ୟାଣକାରୀ ଯୋଜନା ସୂଚନା ଘରେ ଘରେ ପହଞ୍ଚାଇବ । ସରକାରୀ ଯୋଜନା ନେଇ ଲୋକଙ୍କୁ ସଚେତନତା କରିବ ଏହି ବାହାନ । ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷ । ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବାଣ୍ଟିବ । ସୁଭଦ୍ର ଯୋଜନା, ପଛୁଆ ବର୍ଗ ସଂରକ୍ଷଣ, ଇନପୁଟ ସହାୟତା ଭଳି ବିଭିନ୍ନ ବାର୍ତ୍ତା ବାଣ୍ଟିବ ଏହି ବିକାଶ ବାହାନ ।
ରାଜ୍ୟର ୩୧୪ ବ୍ଲକ୍ରେ ବୁଲିବ ବିକାଶ ବାହାନ । ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଗଡ଼ିବ ଏହି ବାହାନ ।
You Can Read:
ସୁକୁମାରେ ଏନ୍କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ହାର୍ଡକୋର ମାଓବାଦୀ