ରାତି ତମାମ ଚାଲିଲା ବିଧାନସଭା

ବିଧାନସଭା ଇତିହାସରେ ପୁଣି ରେକର୍ଡ । ପ୍ରାୟ ଦୁଇ ଦଶନ୍ଦି ପରେ ଗତକାଲି ଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। #A