ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆଠଗଡ ୨୧।୭: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ନିକଟରେ ଜଳ ଲାଗି କରିବେ କାଉଡ଼ିଆ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ବାବା ଧବଳେଶ୍ଵରଙ୍କ ପୀଠକୁ ବାହୁଙ୍ଗୀ ମନା । କଂକ୍ରିଟ ପୋଲ ପୂର୍ବରୁ ବାହୁଙ୍ଗୀ ରଖିବେ କାଉଡ଼ିଆ ମାନେ । ସେହିପରି ପୀଠକୁ ପ୍ଲାଷ୍ଟିକ୍ ଗଡୁ (କଳସୀ)କୁ ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଶ୍ରଦ୍ଧାଳୁ ଓ କାଉଡ଼ିଆ ମାନଙ୍କ ଶାନ୍ତି ଶୃଙ୍ଖଳ ଦର୍ଶନ ଏବଂ ଜଳଲାଗି ପାଇଁ ଆଠଗଡ଼ ଦେବତ୍ତର ବିଭାଗ ପକ୍ଷରୁ କଙ୍କ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ବେଢା ମଧ୍ୟରେ ଥିବା ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିବେ କାଉଡ଼ିଆ । ସେଥିପାଇଁ ପୂଜକ ସମିତି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶ୍ରାବଣ ସୋମବାର ପାଞ୍ଚ ପାଳିରେ ଜଳାଭିଷେକ ହେବ ବୋଲି  ପୂଜକ ସମିତି ପକ୍ଷରୁ ସୂଚନା ।You Can Read:ଚୋରି ବାଇକ୍ ଉଦ୍ଧାର, ଦୁଇ ନାବାଳକଙ୍କ ସହ ଜଣେ ଯୁବକ ଗିରଫ

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆଠଗଡ ୨୧ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ନିକଟରେ ଜଳ ଲାଗି କରିବେ କାଉଡ଼ିଆ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ବାବା ଧବଳେଶ୍ଵରଙ୍କ ପୀଠକୁ ବାହୁଙ୍ଗୀ ମନା । କଂକ୍ରିଟ ପୋଲ ପୂର୍ବରୁ ବାହୁଙ୍ଗୀ ରଖିବେ କାଉଡ଼ିଆ ମାନେ । ସେହିପରି ପୀଠକୁ ପ୍ଲାଷ୍ଟିକ୍ ଗଡୁ (କଳସୀ)କୁ ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଶ୍ରଦ୍ଧାଳୁ ଓ କାଉଡ଼ିଆ ମାନଙ୍କ ଶାନ୍ତି ଶୃଙ୍ଖଳ ଦର୍ଶନ ଏବଂ ଜଳଲାଗି ପାଇଁ ଆଠଗଡ଼ ଦେବତ୍ତର ବିଭାଗ ପକ୍ଷରୁ କଙ୍କ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ବେଢା ମଧ୍ୟରେ ଥିବା ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିବେ କାଉଡ଼ିଆ । ସେଥିପାଇଁ ପୂଜକ ସମିତି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶ୍ରାବଣ ସୋମବାର ପାଞ୍ଚ ପାଳିରେ ଜଳାଭିଷେକ ହେବ ବୋଲି  ପୂଜକ ସମିତି ପକ୍ଷରୁ ସୂଚନା ।

You Can Read:

ଚୋରି ବାଇକ୍ ଉଦ୍ଧାର, ଦୁଇ ନାବାଳକଙ୍କ ସହ ଜଣେ ଯୁବକ ଗିରଫ