ରାତି ୧୦ଟାରେ ଉଠିବ ମହାଦୀପ : ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର:ରାତି ସାଢ଼େ ୩ଟାରୁ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ରାତି ୧୦ଟାରେ ମହାଦୀପ ଉଠିବ। ସମସ୍ତେ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଛି। ଫେବ୍ରୁଆରି ୨୬ ତାରିଖରେ ହେବାକୁ ଥିବା ମହାଶିବରାତ୍ରି ଦିନ ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ‘ମହାଦୀପ’ ମନ୍ଦିରର ମୁକୁଟର ଦଧିନୌତି ଉପରେ ସ୍ଥାପନ କରାଯିବ। ସୋମବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା ଘୋଷଣା କରିଛନ୍ତି ।ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହିତ ଏବଂ ଶ୍ରଦ୍ଦାଳୁମାନଙ୍କ ପାଇଁ, ସେବାୟତ, […]

ରାତି ୧୦ଟାରେ ଉଠିବ ମହାଦୀପ : ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର:ରାତି ସାଢ଼େ ୩ଟାରୁ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ରାତି ୧୦ଟାରେ ମହାଦୀପ ଉଠିବ। ସମସ୍ତେ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଛି।

ଫେବ୍ରୁଆରି ୨୬ ତାରିଖରେ ହେବାକୁ ଥିବା ମହାଶିବରାତ୍ରି ଦିନ ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ‘ମହାଦୀପ’ ମନ୍ଦିରର ମୁକୁଟର ଦଧିନୌତି ଉପରେ ସ୍ଥାପନ କରାଯିବ। ସୋମବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା ଘୋଷଣା କରିଛନ୍ତି ।ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହିତ ଏବଂ ଶ୍ରଦ୍ଦାଳୁମାନଙ୍କ ପାଇଁ, ସେବାୟତ, ସେମାନଙ୍କ ପରିବାର ଏବଂ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା କରାଯାଇଛି ଲିଙ୍ଗରାଜ ମନ୍ଦିରରେ।