Pahalgam Terrors Attack: ଛାତି ଥରାଉଛି ପହଲଗାମର ନରସଂହାର, ଧର୍ମ ପଚାରି ପର୍ଯ୍ୟଟକଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳି କଲେ ଆତଙ୍କୀ

ଆତଙ୍କବାଦର ଧର୍ମ ନାହିଁ ସିନା...ଏଠି କିନ୍ତୁ ଧର୍ମ ପଚାରିଲା ଆତଙ୍କୀ...ତୁମେ ହିନ୍ଦୁ ନା ମୁସଲିମ୍ ? ଗୁଳିର ଠିକଣା ପଚାରି ବନ୍ଧୁକ ଗର୍ଜିଲା । ମଥାର ସିନ୍ଦୁର ତଳେ ଲୋଟିଥିଲା । ଛାତିରୁ ଲହୁ, ଆଖିରୁ ଲୁହ ଝରୁଥିଲା ।

Pahalgam Terrors Attack: ଛାତି ଥରାଉଛି ପହଲଗାମର ନରସଂହାର, ଧର୍ମ ପଚାରି ପର୍ଯ୍ୟଟକଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳି କଲେ ଆତଙ୍କୀ
Array