ରାତିର ଅନ୍ଧାରରେ ଘରର ଅଗଣାରେ ବୁଲୁଛି କଳା ଚିତା

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଆଇଏଫଏସ୍‌ ଅଧିକାରୀ ପ୍ରବୀଣ କାସୱାନ ତାମିଲନାଡୁର ନୀଳଗିରିସରେ ଏକ ଘର ବାହାରେ କଳା ଚିତାବାଘର ବୁଲୁଥିବା ଭିଡିଓ ପୋଷ୍ଟ କରିଛନ୍ତି। ଏହି ସିସିଟିଭି ଫୁଟେଜ୍‌ ଇଣ୍ଟରନେଟରେ ଭାଇରାଲ ହେଉଛି। ବାସ୍ତବରେ ଏହି ଭିଡିଓ ଗତ ବର୍ଷ ଅଗଷ୍ଟର। ଯାହା ପୁଣିଥରେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି। ଏହି ୨୪ ସେକେଣ୍ଡ କ୍ଲିପରେ, ଏକ […] The post ରାତିର ଅନ୍ଧାରରେ ଘରର ଅଗଣାରେ ବୁଲୁଛି କଳା ଚିତା appeared first on Dharitri Odia News.

ରାତିର ଅନ୍ଧାରରେ ଘରର ଅଗଣାରେ ବୁଲୁଛି କଳା ଚିତା

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଆଇଏଫଏସ୍‌ ଅଧିକାରୀ ପ୍ରବୀଣ କାସୱାନ ତାମିଲନାଡୁର ନୀଳଗିରିସରେ ଏକ ଘର ବାହାରେ କଳା ଚିତାବାଘର ବୁଲୁଥିବା ଭିଡିଓ ପୋଷ୍ଟ କରିଛନ୍ତି। ଏହି ସିସିଟିଭି ଫୁଟେଜ୍‌ ଇଣ୍ଟରନେଟରେ ଭାଇରାଲ ହେଉଛି। ବାସ୍ତବରେ ଏହି ଭିଡିଓ ଗତ ବର୍ଷ ଅଗଷ୍ଟର। ଯାହା ପୁଣିଥରେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି। ଏହି ୨୪ ସେକେଣ୍ଡ କ୍ଲିପରେ, ଏକ କଳା ଚିତାବାଘ ଘରର ଅଗଣାରେ ଗୁପ୍ତ ଭାବରେ ବୁଲୁଥିବା ଦେଖିବାକୁ ମିଳୁଛି। ଚିତାଟି ଅନ୍ଧାରରେ ଘରର ଅଗଣାରେ ଚୁପଚାପ ପ୍ରବେଶ କରେ ଏବଂ କିଛି ସମୟ ଚାଲିବା ପରେ ସେଠାରୁ ଶାନ୍ତିରେ ପଳାଏ।

 

The post ରାତିର ଅନ୍ଧାରରେ ଘରର ଅଗଣାରେ ବୁଲୁଛି କଳା ଚିତା appeared first on Dharitri Odia News.