ରାତ୍ର ଜଗୁଆଳ ଆକ୍ରମଣ ଘଟଣା: ଜଣେ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଗତ ବର୍ଷ ୧୯ ଜୁନ୍ରେ ସଂଘବଦ୍ଧ ଆକ୍ରମଣରେ ଇଟାଭାଟିରେ କାର୍ଯ୍ୟରତ ଜଣେ ରାତ୍ର ଜଗୁଆଳ ଗୁରୁତର ହୋଇଥିଲେ। ଗୁରୁତର ଜଣଙ୍କ କୋଳିଦାସପୁର ଗ୍ରାମର ପୀତାମ୍ବର ଦଳାଇ। ଘଟଣାର ଦୀର୍ଘ ୭ମାସ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଯୁବକ ଜଣଙ୍କ ସେହି ଗ୍ରାମର ରବୀନ୍ଦ୍ର ନାହାକ (୨୭)। ଗିରଫ ରବୀନ୍ଦ୍ରଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ସୂତ୍ରରୁ ପ୍ରକାଶ। The post ରାତ୍ର ଜଗୁଆଳ ଆକ୍ରମଣ ଘଟଣା: ଜଣେ କୋର୍ଟ ଚାଲାଣ appeared first on Dharitri Odia News.
ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଗତ ବର୍ଷ ୧୯ ଜୁନ୍ରେ ସଂଘବଦ୍ଧ ଆକ୍ରମଣରେ ଇଟାଭାଟିରେ କାର୍ଯ୍ୟରତ ଜଣେ ରାତ୍ର ଜଗୁଆଳ ଗୁରୁତର ହୋଇଥିଲେ। ଗୁରୁତର ଜଣଙ୍କ କୋଳିଦାସପୁର ଗ୍ରାମର ପୀତାମ୍ବର ଦଳାଇ। ଘଟଣାର ଦୀର୍ଘ ୭ମାସ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଯୁବକ ଜଣଙ୍କ ସେହି ଗ୍ରାମର ରବୀନ୍ଦ୍ର ନାହାକ (୨୭)। ଗିରଫ ରବୀନ୍ଦ୍ରଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ସୂତ୍ରରୁ ପ୍ରକାଶ।
The post ରାତ୍ର ଜଗୁଆଳ ଆକ୍ରମଣ ଘଟଣା: ଜଣେ କୋର୍ଟ ଚାଲାଣ appeared first on Dharitri Odia News.